ସ୍ତ୍ରୀକୁ ପୋଡ଼ି ମାରିବା ମାମଲାରେ ସ୍ୱାମୀକୁ ଆଜୀବନ ସଜା

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କୋହ୍ଲବାରିପଦାରେ ୨୦୧୮ ମସିହାରେ ଘଟିଥିବା ହତ୍ୟାକାଣ୍ଡ ପାଇଁ ସଜା କାଟୁଛି।

ସ୍ୱାମୀ ରଞ୍ଜନ ଗାଗାରାଇକୁ ଆଜୀବନ ଶୁଣାଇଲେ ଚମ୍ପୁଆ ଏଡିଜେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes