ସ୍କୁଲ ପିଲାଙ୍କୁ କାମ କରାଇବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ସ୍କୁଲ ପିଲାଙ୍କୁ କାମ କରାଇବା ଭିଡିଓ ଭାଇରାଲ୍ ହେବା ପରେ ବାହାଦୁରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ଦାସଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes