ସ୍କୁଟିରେ ଗଲା ବେଳେ ଧକ୍କା ଦେଲା ଟ୍ରକ୍‌; ବାପପୁଅ ମୃତ

କେନ୍ଦୁଝର ଜିଲ୍ଲା ପିପିଳିଆରେ ଏହି ଘଟଣା ଘଟିଛି। ବାପପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦ୍‌ଘାତରେ ଦାଦାଙ୍କ ମୃତ୍ୟୁ ଘଟିଛି।

୩ ମୃତକ ଘଟଗାଁ ଥାନା ବାରିଗାଁର। ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes