ସୋନପୁର ସହର ସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟର ନେସନାଲ ସ୍କୁଲରେ ଆଜି ବହୁ ଆଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି।
ଏଥିରେ ଡ. ଅରୁଣ କୁମାର ରଥ ପରିଚାଳନା କରିଥିବା ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମିଲ ହୋଇଥିଲେ।
Credible Local News of Odisha