ସୋନପୁରରେ ଦିନକରେ 15 ଜଣ କରୋନାରେ ଆକ୍ରାନ୍ତ July 9, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l