ସୋନପୁରରେ ଦିନକରେ ୧୪ କରୋନାରେ ଆକ୍ରାନ୍ତ August 10, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l