ସୈନିକ କଲ୍ୟାଣ ସଂଘ ତରଫରୁ ସ୍ଥଳ ସେନା ଦିବସ ପାଳିତ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପରେ ସ୍ଥଳ ସେନା ଦିବସ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ଭେଟେରାନ ୱେଲଫାୟାର ଆସୋସିଏସନ ପାଟଣା ର ସଦସ୍ୟ ମାନଙ୍କ ତରଫରୁ ପାଳିତ ହୋଇଛି।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘର ସଭାପତି କ୍ୟାପଟେନ ଉପେନ୍ଦ୍ର ମହାନ୍ତ ଯୋଗ ଦେଇ ଥିବା ବେଳେ ଏଥିରେ ସୁବେଦାର ମେଜର ଲାଲମୋହନ ମୁଣ୍ଡା, ଜେଡ ବ୍ଲୁଓ ଭଗବାନ ମହାନ୍ତ, ସୁବେଦାର ପରମେଶ୍ବର ମହାନ୍ତ, ବୈକୁଣ୍ଠ ମହାନ୍ତ,  ଭରତ ମହାନ୍ତ, ବାଳକୃଷ୍ଣ ମହାନ୍ତ, ନାଏକ ହେମନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes