ସୁବଳୟା ମହାବିଦ୍ୟାଳୟ ପରିଦର୍ଶନ କଲେ ଏଲଇସି ସଦସ୍ୟ

ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାବିଦ୍ୟାଳୟକୁ ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଲୋକାଲ ଇନକ୍ୱାରୀ କମିଟି (ଏଲଇସି) ମୁଖ୍ୟ ଡ.ସତ୍ୟନାରାୟଣ ଚାଉଳିଆ, ଡ. ସୁଶାନ୍ତ କୁମାର ପଣ୍ଡା ଓ ସେକସନ୍ ଅଫିସର ହରେକୃଷ୍ଣ ହୋତା ପ୍ରମୁଖ ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଦେବ ପୁଜାହାରୀଙ୍କ ସମେତ ପରିଚାଳନା କମିଟିର ବରିଷ୍ଠ ସଭ୍ୟ ନନ୍ଦକିଶୋର ମିଶ୍ର ତଥା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes