ସୁବଳୟାରେ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି।

ଆଜି ଶ୍ରୀଜୀଉଙ୍କ ସକାଳ ନୀତିକାନ୍ତି ସମାପନ ହେଲା ପରେ ମନ୍ଦିରରୁ ଚତୁର୍ଦ୍ଧାମୁରତୀଙ୍କୁ ଗୋଟି ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯାଇ ଵିଧି ମୁତାବକ ପାଳିଆ ସେବାୟତ ସନ୍ତୋଷ ପୁଜାହାରୀ ଓ ସମ୍ପଦ ପୁଜାହାରୀଙ୍କ ଦ୍ୱାରା ପୂଜାର୍ଚନା କଲା ପରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସମ୍ପର୍ଣ୍ଣ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes