ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ସଭାଗୃହ ଠାରେ ଆଜି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ବରଂଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ ହୋଇଛି।
ଏଥିରେ ଉପସ୍ଥିତ ଡାକ୍ତର ମ୍ୟାଲେରିଆ ରୋଗର ନିରାକରଣ ଉପରେ ଆଲୋକପାତ କରିଥିଲେ ।
Credible Local News of Odisha