ସୁନ୍ଦରଗଡ଼ ମେଡିକାଲରୁ ବିଚାରାଧୀନ ବନ୍ଦୀ ଫେରାର୍

ବିଚାରାଧୀନ ବନ୍ଦୀ ଅର୍ଜୁନ ମୁଣ୍ଡା ଚିକିତ୍ସାଧୀନ ଅବସ୍ଥାରେ ଫେରାର୍ ହୋଇଯାଇଛି।

୨୯ରେ ଏକ ଅପରେସନ୍ ପାଇଁ ସୁନ୍ଦରଗଡ଼ ମେଡିକାଲ ଆସିଥିଲା। ଏକ ହତ୍ୟା ମାମଲାରେ ଡିସେମ୍ବରରୁ ଗିରଫ ହୋଇ ଜେଲ୍‌ରେ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes