ସୁନ୍ଦରଗଡ଼ରେ ଦିନକରେ 63 କରୋନା ଆକ୍ରାନ୍ତ ଚିହ୍ନଟ July 11, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ 63 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l