ସୁନ୍ଦରଗଡ଼ରେ ଦିନକରେ 24 ଜଣ କରୋନା ଆକ୍ରାନ୍ତ ଚିହ୍ନଟ July 8, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ 24 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l