ସୁନ୍ଦରଗଡରେ ଦିନକରେ ୧୬୫ କରୋନାରେ ଆକ୍ରାନ୍ତ August 11, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l