ସୁନ୍ଦରଗଡରେ ଦିନକରେ ୧୩୭ କରୋନାରେ ଆକ୍ରାନ୍ତ August 9, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l