ସୁନା ଦୋକାନୀ ବାପ -ପୁଅଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ରବିବାର ରାତି ପ୍ରାୟ 10 ଟା ବେଳକୁ ଖୋର୍ଦ୍ଧାର ଯାଆଁଳା ନିକଟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସୁନା ଦୋକାନୀ ବାପ -ପୁଅଙ୍କ ଉପରକୁ ଦୁର୍ବୃତ୍ତ ମାନେ ଗୁଳି ମାଡ଼ କରିଥିବା ପୁଲିସ କହିଛି ।

ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes