କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମାମଲାରେ ତଦନ୍ତ ଅଗ୍ରଗତି ନେଇ ବଲାଙ୍ଗିର ଏସ୍ପି ସୂଚନା ଦେଇଛନ୍ତି।
୫ଟି ଟିମ୍ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି, ପୋଷ୍ଟର ମାରିଥିବା ବ୍ୟକ୍ତି ବାବଦରେ କିଛି ସୁରାକ୍ ମିଳିଛି କହିଛନ୍ତି ଏସ୍ପି।
Credible Local News of Odisha