ସାଉଥ୍ ପଏଣ୍ଟ ହସ୍ପିଟାଲ ଜବରଦଖଲ ଉଚ୍ଛେଦ କଲା ସିିଏମସି

କଟକସ୍ଥିତ ସାଉଥ ପଏଂଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ଅନିୟମିତତାର ଅଭିଯୋଗ ପରେ ବୁଲ୍‌ଡୋଜର ଲଗାଇ ଜବରଦଖଲ ଜମିରୁ ଉଚ୍ଛେଦ କରିଛି ପ୍ରଶାସନ।

ଗତକାଲି ହସ୍ପିଟାଲରେ GST ଚଢ଼ାଉ ମଧ୍ୟ ହୋଇଥିଲା। ଏହା ପୂର୍ବରୁ ରାଜ୍ୟ ସରକାର ଏହି ହସ୍ପିଟାଲକୁ ବିଏସକେୱାଇ ଯୋଜନାରୁ ବାଦ୍ ଦେବା ସହ ସେଠାରେ ମୁତୟନ ସ୍ୱାସ୍ଥ୍ୟ ମିତ୍ରଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes