ସମ୍ବଲପୁର ଜିଲ୍ଲାରେ ମାଟ୍ରିକ ପାସ ହାର 90.95% July 6, 2022 by Odisha ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ମାଟ୍ରିକ ପାସ ହାର 90.95% ଥିବା ବେଳେ 5485 ଜଣ ଛାତ୍ର ଓ 6016 ଜଣ ଛାତ୍ରୀ ପାସ କରିଛନ୍ତି l