ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ

ଏ ନେଇ ନିର୍ଦ୍ଦେଶାନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ।

ଦୋକାନ, ହୋଟେଲରେ କୋଭିଡ ନିୟମ ମାନିବାକୁ କୁହାଯାଇଛି। ବେଶି ଭିଡ଼ ହେଲେ ପାର୍ସଲ ସୁବିଧା ଯୋଗାଇଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes