କେନ୍ଦୁଝରସହର ୧୩ ନମ୍ୱର୍ ୱାର୍ଡ ମୋଚିବନ୍ଧ ସାହି ରେ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲେ ହେଁ ସଜଡ଼ା ଯାଉନ ଥିବା ସେହିପରି ଡ୍ରେନ ଜାମ ହୋଇଯାଇଥିବା ମଇଳା ଆବର୍ଜନା ପାଣି ଉଛୁଳି ରାସ୍ତାରେ ବୋହୂ ଥିବାରୁ ଦୁର୍ଗନ୍ଧ ବ୍ୟାପିବା ସହ ପରିବେଶ ପ୍ରଦୂଷିତ ହେଉଛି।
ଅନେକ ସମୟ ରେ ସାହିର ଲୋକ ମାନେ ଦୁର୍ଘଟଣା ରେ କ୍ଷତ ବିକ୍ଷତ ହେବା ସାଙ୍ଗକୁ ଅକଥନୀୟ ସମସ୍ୟା ଭଗୁଛନ୍ତି ।