ସମଲେଇ ଯୋଜନାରେ ଉଛେଦ ବିରୋଧରେ ପୁଲିସ ସହ ଧସ୍ତାଧସ୍ତି

ଆଜି ସମ୍ବଲପୁର ସହରର ଘୁଙ୍ଗୁଟିପଡାର ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଛି l
ସମଲେଇ ଯୋଜନାରେ ହେବାକୁ ଥିବା ଉଛେଦକୁ ଏହି ଲୋକମାନେ ବିରୋଧ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes