ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମା ସାମନ୍ତରାୟ କଡ଼ା ଟିପ୍ପଣୀ ଦେଇ କହିଛନ୍ତି, କିଏ କଣ କହିଲା ସେଥିରେ ଯାଏଆସେ ନାହିଁ।ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି। ସତ୍ୟବାଦୀ କହିଲେ ଉମା ସାମନ୍ତରାୟ ବୋଲି ଦମ୍ଭୋକ୍ତି ବାଢିଛନ୍ତି।
ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହେଉଥିବା ନେଇ ସଂଜୟଙ୍କ ଭିଡିଓ ଭାଇରାଲ ହୋଇଥିଲା। ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା କହିଥିଲେ ସଂଜୟ।