ଏହାର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମତାମତ ନେବାକୁ ପ୍ରତି ନିର୍ବାଚନମଣ୍ଡଳୀରେ ୨ଟି ଗାଡ଼ି ବୁଲିବ।
ନମୋ ଆପ୍ ଜରିଆରେ ବି ପରାମର୍ଶ ଦେଇପାରିବେ ଲୋକେ। ୯୦୯୦୯୦୨୦୨୪ରେ କଲ୍ କରି ଭଏସ ମେସେଜରେ ମତ ଦେଇପାରିବେ ବୋଲି କହିଛନ୍ତି ରାଜ୍ୟ ସଭାପତି।
Credible Local News of Odisha