ଶ୍ରେଣୀ ଗୃହରୁ ୮ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ସିଡିଏ ସେକ୍ଟର-୧୦ ସ୍ଥିତ ଦିବ୍ୟାଙ୍ଗ ସ୍କୁଲରେ ଏହି ଅଘଟଣ ଘଟିଛି।

ଛାତ୍ର ଜଣକ ହତ୍ୟା କି ଆତ୍ମହତ୍ୟା କରିଛି ସ୍ପଷ୍ଟ ହୋଇନି। ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes