ଶ୍ରୀରାଧା ଶ୍ରୀକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ପାଇଁ ଗୁରୁବାର କଳସ ଯାତ୍ରା ଆରମ୍ଭ ହୋଇଛି।

କର୍ତ୍ତା ଭାବେ ଅରୁଣ କୁମାର ମିଶ୍ର ଓ କୃଷ୍ଣ ପ୍ରିୟା ମିଶ୍ର ଶସ୍ତ୍ରୀକ ପୂଜା କାର୍ଯ୍ୟସମ୍ପାଦନ କରିଥିଲେ। ପୂଜକ ଭାବେ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ତରୁଣ କୁମାର ତ୍ରିପାଠୀ ,ନବ କିଶୋର ଦାଶ, ପର୍ଶୁ ରାମ ପଣ୍ଡା, ନିରଞ୍ଜନ କର ପ୍ରମୁଖ ନୀତି କାନ୍ତିରେ ଦେବ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes