ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ମାଲକାନଗିରି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି।
ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ, ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ, ବିଜୁବାବୁ ଓଡ଼ିଶାବାସୀଙ୍କୁ ଖୁବ ଭଲ ପାଉଥିଲେ, ବିଜୁବାବୁ ଚାହୁଁଥିଲେ ଯବଗୋଷ୍ଠୀ ଦେଶ ବିଦେଶରେ ନାଁ କରନ୍ତୁ।