ଶିଳାନ୍ୟାସ ହେଲା ଟେକ୍ସଟାଇଲ ପାର୍କ

କଟକ ଚୌଦ୍ବାରରେ ୱେଲସ୍ପୁନ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ୨୩୦ ଏକର ଜମିରେ ହେବ ଟେକ୍ସଟାଇଲ କମ୍ପ୍ଲେକ୍ସ । ପ୍ରକଳ୍ପ ଦ୍ବାରା ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ଥିବା ସରକାର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes