ଶିଖରଚଣ୍ଡୀ କାମକୁ ୨ ସରପଞ୍ଚଙ୍କ ବିରୋଧ

ଏନଜଟି ନିର୍ଦ୍ଦେଶ ନମାନି ଭୁବନେଶ୍ବର ଶିଖରଚଣ୍ଡୀରେ ନିର୍ମାଣ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ୨ ପଞ୍ଚାୟତର ସରପଞ୍ଚ।

ଦାରୁଠେଙ୍ଗ ଓ ଚନ୍ଦକା ପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଜୈବ ବିବିଧତା ନଷ୍ଟ ଆଶଙ୍କା, ନିର୍ମାଣ କାମ ବନ୍ଦ କରିବାକୁ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes