ଶିଖରଚଣ୍ଡି ବସ୍ତିରେ ଗଣ୍ଡଗୋଳ

ଭୁବନେଶ୍ବର ଇନ୍‌ଫୋସିଟି ଥାନା ଶିଖରଚଣ୍ଡି ବସ୍ତିରେ ଗଣ୍ଡଗୋଳ ହୋଇଛି।

ଜଣେ ଯୁବକଙ୍କ ମୁଣ୍ଡ ଓ ମୁହଁକୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପୁଲିସ ଉଦ୍ଧାର କରିବା ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes