ଵିଲୁପ୍ତ ଅବସ୍ଥାରେ ଭୋଇରବ ଖଳ ଜଳ ପ୍ରପାତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ଉଦଳା ବ୍ଲକ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ପାହାଡ଼ରୁ ବାହାରିଥିବା ଏହା ହେଉଛି ଭଇରବ ଖଳ ଜଳ ପ୍ରପାତ ।

ଯାହାକି ରାସ୍ତା ଘାଟ ନଥିବାରୁ ବିଲୁପ୍ତ ଅବସ୍ଥା ପଡି ରହିଛି ଏହି ଜଳ ପ୍ରପାତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes