ବାଲେଶ୍ଵର ଜିଲ୍ଲା ଖଇରା ଥାନା ବିଷ୍ଣୁପୁର ଗାଁରେ ଚାଷ ଜମି ପାଇଁ ପାଇପ୍ ବିଛାବେଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ମୃତକ ରାଜସ୍ଥାନର। ମୃତଦେହ ଜବତ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha