ଲାଞ୍ଚ ନେଇ ଧରାପଡିଲେ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ସୁପରଭାଇଜର

ଆଜି ପୁରୀରେ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗର ସୁପରଭାଇଜର ନାରାୟଣ ପଟ୍ଟନାୟକ ଜଣେ ବ୍ୟବସାୟୀଙ୍କୁ ଋଣରେ ରିହାତି ଦେବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes