ରୋମ୍‌ରେ ଜାତିସଂଘର ଓ୍ବାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମରେ ଭାଗ ନେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ୍‌ରେ ଅନୁଷ୍ଠିତ ଜାତିସଂଘର ଓ୍ବାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମରେ ଭାଗ ନେଇଛନ୍ତି।

୨ ଦଶନ୍ଧିରେ ଖାଦ୍ୟ ସୁରକ୍ଷା ଓ ଉତ୍ପାଦନକୁ ନେଇ ଓଡ଼ିଶାର ସଫଳତା ଓ ରାଜ୍ୟର ‘ଜିରୋ ହଙ୍ଗର’ ଏଜେଣ୍ଡା ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଡବ୍ଲୁଏଫପି ସହ ମିଶି ଦେଶରେ ଅନେକ ପ୍ରଶଂସନୀୟ କାମ ଓଡ଼ିଶା‌ କରୁଛି ବୋଲି ନବୀନ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes