ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲିର ରୋମ ସହରରେ ଆଜି ପହଞ୍ଚିଛନ୍ତି l ସେଠାରେ ସେ ଭାରତର ରାଷ୍ଟ୍ରଦୂତ ନିନା ମାଲହୋତ୍ରାଙ୍କୁ ଭେଟିଛନ୍ତି l ଗସ୍ତ କାଳରେ ନବୀନ ଭାଟିକାନ ସିଟିରେ ପୋପଙ୍କୁ ଭେଟିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes