ଭାରତର ସର୍ବୋଚ୍ଚ ଶାସନ କର୍ତ୍ତା ଭାବେ ଓଡ଼ିଶା ଝିଅ ଦ୍ରୋପଦୀ ମୁର୍ମୁ ଆଜି ଦାୟିତ୍ଵ ନେବା ପରେ ତାଙ୍କ ଖୁସିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ କୁତ୍ରୁଖମାର ହାଇସ୍କୁଲ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ଏଥିରେ ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ ପ୍ରତିନିଧି,ସରପଞ୍ଚ,ସମିତିସଭ୍ୟ ଓ ସ୍କୁଲ ଷ୍ଟାଫଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।