ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

୧୦ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତରେ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ଅଫିସର ନିୟୋଜିତ ହେବେ ।

ସାଦା ପୋଷାକଧାରୀ ପଙଲିସ ସହ ରୁଫ୍‌ଟପ୍ ସୁରକ୍ଷାକର୍ମୀ ମୁତୟନ ହେବେ । ଆସନ୍ତାକାଲି କାରକେଡ୍ ରିହର୍ସାଲ୍ କରିବ କମିଶନରେଟ୍‌ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes