ରାତିରେ ଲୁଚି ପଳାଇଲେ ୫ ଛାତ୍ର, ବସଷ୍ଟାଣ୍ଡରୁ ଉଦ୍ଧାର କଲେ ଲୋକେ

ବୌଦ୍ଧର ଏକ ଆବାସିକ ସ୍କୁଲର ୫ ଛାତ୍ର ରାତିରେ ଲୁଚି ପଳାଇ ବସଷ୍ଟାଣ୍ଡ ପାଖରେ ଥିବା ବେଳେ ଲୋକେ ଉଦ୍ଧାର କରି ପୁଲିସକୁ ଜିମା ଦେଇଛନ୍ତି।

ହଷ୍ଟେଲରେ ନିର୍ଯାତନା ଦିଆଯିବା ଅଭିଯୋଗରେ ସେମାନେ ପଳାଇ ଆସିଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes