ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ସ୍ଥାନରେ ଗତକାଲି ରାତିଅଧିଆ ଗୁଜରାଟ ଆଇଆଇଟି ପକ୍ଷରୁ ଜିପିଆର ସର୍ଭେ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ସମ୍ବିତ ପାତ୍ର l
ସେ କହିଛନ୍ତି ଏଥିରୁ ଜଣାପଡୁଛି ଜିପିଆର ସର୍ଭେକୁ ନେଇ ପୂର୍ବରୁ ସାଂସଦ ପିନାକୀ ମିଶ୍ର କହିଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସେ ଗୋଟିଏ ମିଛ ଲୁଚାଇବାକୁ ଯାଇ ଅନେକ ମିଛ କହୁଛନ୍ତି l