ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀକୁ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ ସର୍ମ୍ପକରେ ଆଲୋଚନା ହେବ। SHGକୁ ମିଳୁଥିବା ଟଙ୍କା କେନ୍ଦ୍ରର ବୋଲି ଗାଁ ଗାଁରେ ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟ ରଖିଛି ଦଳ।
Credible Local News of Odisha