ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ଅଶ୍ୱିନୀବୈଷ୍ଣବ

ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ଅଶ୍ୱିନୀବୈଷ୍ଣବ।

ଗତକାଲି ଅଶ୍ୱିନୀବୈଷ୍ଣବଙ୍କ ନାଁ ଘୋଷଣା କରିଛି ବିଜେପି।ଅଶ୍ୱିନୀଙ୍କୁ ସମର୍ଥନ ଲାଗି ଘୋଷଣା କରିଛି ବିଜେଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes