ରାଜ୍ୟର ୬ଟି ସ୍ଥାନରେ ଅଟୋମେଟେଡ୍‌ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ

ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅଟୋମେଟେଡ୍‌ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ ହୋଇଛି।

ଆଗକୁ ୩୮ଟି RTOରେ ଲାଗୁ ହେବ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି।କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ଏଆଇ ଦ୍ବାରା ତଦାରଖ କରାଯିବ। ଗାଡି ପାର୍କିଂ ପାଇଁ ରାଜ୍ୟରେ ୨୩ଟି ସ୍ଥାନରେ ଟ୍ରକ୍‌ ଟର୍ମିନାଲ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes