ରାଜ୍ୟରେ ପାଞ୍ଚ ବର୍ଷରେ 3100 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ 3100 ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରୁ 1848 ଜଣ ଛାତ୍ରୀ ବୋଲି ଆଜି ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟରୁ ପ୍ରକାଶ l

2016 ରେ 390 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ 2017ରେ 361, 2018 ରେ 501, 2019 ରେ 379 ଏବଂ 2020ରେ 1469 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes