ରାଜ୍ୟରେ ଆଉ 915 କରୋନା ଆକ୍ରାନ୍ତ ସୁସ୍ଥ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ 915 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ 12 ଲକ୍ଷ 89 ହଜାର 885 ଜଣ ସୁସ୍ଥ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes