ରାଜନୈତିକ ସଭାରେ ଯୋଗ ଦେଇ ଶିକ୍ଷକ ନିଲମ୍ବିତ

ବୌଦ୍ଧ କଣ୍ଟାମାଳ ବଉଳସିଙ୍ଗା ସ୍କୁଲର ଶିକ୍ଷକ ରୋହିତେଶ୍ବର ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି।

ଏଯାଏ ୨ ଶିକ୍ଷକଙ୍କୁ ନିଲମ୍ବନ ଓ ଜଣଙ୍କୁ ବଦଳି କରିଛନ୍ତି ନିର୍ବାଚନ ଅଧିକାରୀ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes