ଭଦ୍ରକ ଜିଲ୍ଲା ଟାଉନ ଥାନା ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ଅଛନ୍ତି।
ଯୁବତୀଙ୍କ ଘର ଗେଲଟୁଆ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଘରୋଇ କଳିରୁ ନଦୀକୁ ଡେଇଁଥିବା ସୂଚନା ମିଳିଛି। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
Credible Local News of Odisha