ରଥ ନିର୍ମାଣ ଅନୁକୂଳ ପରେ ଚଳଚଞ୍ଚଳ ରଥଖଳା

ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ଜଗନ୍ନାଥ ମନ୍ଦିର ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପରେ ଆଜି ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥ ନିର୍ମାଣ କାମ ଆରମ୍ଭ କରିଛନ୍ତି ।

ତିନି ରଥ ପାଇଁ ୪୨ଟି ଚକ ନିର୍ମାଣ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes