ରଥରେ ପଡିଲା ଛନ୍ଦା

ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଗତକାଲି ତିନିରଥରେ ପୋଲ ଗୟଳ ପଡିସାରିବା ପରେ ତିନିରଥରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡିଛି ।

ଅନ୍ୟପରେ ପ୍ରଭାରେ ଲାଗିବାପାଇଁ ତିନିରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା କାମ ଶେଷ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes