ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଉଦଘାଟନ କଲେ ବାସୁଦେବପୁର ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା ।
ଉପାଧ୍ୟକ୍ଷ ଉତ୍ତମ ବାରିକ ଓ ଯୁବ ସମାଜସେବୀ ଶୁଭେନ୍ଦୁ ଭୂଷଣ ବେହେରା ଓ ଛାତ୍ର ସଭାପତି କାଳନ୍ଦୀ ସାହୁ ଓ ବାସୁଦେବପୁର ପୌରାଞ୍ଚଳର ଅନ୍ୟ କାଉନସିଲର ମହୋଦୟ ଓ ମହୋଦୟା ଉପସ୍ଥିତ ଥିଲେ ।