ଯୌତୁକ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ

ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ 2012 ମସିହାରେ ହୋଇଥିବା ଏକ ଯୌତୁକ ହତ୍ୟା ମାମଲାର ଶୁଣାଣି କରି ଆଜି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ସେସନ୍ସ ଜଜ ଅଭିଯୁକ୍ତ ସ୍ୱାମୀ ଶ୍ରୀକାନ୍ତ ପରିଡାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes